Our SCC Activities.
:दिव्यांग जनों के हितों मैं।, ଦିବ୍ୟାଙ୍ଗ ଜନ ଯୋଜନା।, Disabled Welfare(PWD Activities):
Special School For MR & CP Children.
दिव्यांग बिद्यालय। मानसिक न्यूनता ग्रसितो के लिए।
यहाँ भिन्नक्षम और मानसिक न्यूनता ग्रसित बच्चों को पढ़ाया जाता है। यहां इनको मौलिक विचारों से लेके बृत्ति मूलक तालिम दी जाती है।
ବିଶେଷ ମୁକ୍ତ ଦିବ୍ୟ|ଙ୍ଗ ବିଦ୍ୟାଳୟ।
ସଦ୍ ଭାବନା ଶିକ୍ଷା ବ୍ୟବସ୍ଥା ରେ ବିଦ୍ୟାଳୟ ଶିକ୍ଷା ଓ ଜୀବନ ଚର୍ଯ୍ୟା ଶିକ୍ଷା ଉଭୟ ଏକକ ଓ ପରସ୍ପର ପରିପୁରକ।
ଏଠାରେ ମାନସିକ ଅନଗ୍ରସର ଓ ପ୍ରଶସ୍ତିକ ଭିନ୍ନକ୍ଷମ ପିଲାମାନଙ୍କୁ ସକ୍ଷମ କରିବାର ଉପକ୍ରମ କରଯାଏ। ଏଠାରେ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଠୁ ଆରମ୍ଭ କରି ବ୍ୟବହାରିକ ଶିକ୍ଷା ଓ କ୍ରମଶଃ ଧନ୍ଦା ମୂଳକ ତାଲିମ ପର୍ଯ୍ୟନ୍ତ ପ୍ରଦାନ କରାଯାଏ।
"सा विद्या; या विमुक्तये।"
दिव्यांग जनों के हितों मैं।, ଦିବ୍ୟାଙ୍ଗ ଜନ ଯୋଜନା।, PWD Welfare Activities.
Spastic Care Center; प्रमस्तिष्क पक्षाघात या सेरेब्रल पाल्सी ग्रसितों के लिए सेवा केंद्र |
प्रमस्तिष्क पक्षाघात या सेरेब्रल पाल्सी ग्रसितों के लिए सेवा केंद्र |
यहाँ इन दिव्यांग बच्चों की देख भाल की जाती है। विशेस रूप में बिना माता पिता की बच्चों को निःषुल्क सारि सुविधाएँ दी जाती है।
ବିଶେଷ ମୁକ୍ତ ଦିବ୍ୟାଙ୍ଗ ଦିନଚର୍ଯ୍ୟା କେନ୍ଦ୍ର।
ସଦ୍ ଭାବନା ଶିକ୍ଷା ବ୍ୟବସ୍ଥା ରେ ବିଦ୍ୟାଳୟ ଶିକ୍ଷା ଓ ଜୀବନ ଚର୍ଯ୍ୟା ଶିକ୍ଷା ଉଭୟ ଏକକ ଓ ପରସ୍ପର ପରିପୁରକ।
ଏଠାରେ ହିତାଧିକାରୀଙ୍କ ଦିନ ଚର୍ଯ୍ୟା ସେବା କେନ୍ଦ୍ର ସୁବିଧା ଯୋଗାଇ ଦିଆଯାଉଛି। ପିତା ମାତା ବିହୀନ ପିଲା ମାନଙ୍କୁ ସମ୍ପୁର୍ଣ୍ଣ ଭାବେ ଦେୟ ମୁକ୍ତ ସେବା ପ୍ରଦାନ କରାଯାଏ।ଏଠାରେ ମାନସିକ ଅନଗ୍ରସର ଓ ପ୍ରଶସ୍ତିକ ଭିନ୍ନକ୍ଷମ ପିଲାମାନଙ୍କୁ ସକ୍ଷମ କରିବାର ଉପକ୍ରମ କରଯାଏ।
दिव्यांग जनों के हितों मैं।, ଦିବ୍ୟାଙ୍ଗ ଜନ ଯୋଜନା।, PWD Welfare.
Spastic Care Center; प्रमस्तिष्क पक्षाघात या सेरेब्रल पाल्सी ग्रसितों के लिए सेवा केंद्र |
Special Library & Recreation Center : दिव्यांग जनों के लिए पुस्तकालय |
Special Library & Recreations Center

दिव्यांग बिद्यालय। मानसिक न्यूनता ग्रसितो के लिए सेवा केंद्र।
यहाँ दिव्यांग और मानसिक न्यूनता ग्रसित बच्चों को पढ़ाया जाता है। यहां इनको मौलिक विचारों से लेके बृत्ति मूलक तालिम दी जाती है।
ବିଶେଷ ମୁକ୍ତ ଦିବ୍ୟ|ଙ୍ଗ ବିଦ୍ୟାଳୟ।
ସଦ୍ ଭାବନା ଶିକ୍ଷା ବ୍ୟବସ୍ଥା ରେ ବିଦ୍ୟାଳୟ ଶିକ୍ଷା ଓ ଜୀବନ ଚର୍ଯ୍ୟା ଶିକ୍ଷା ଉଭୟ ଏକକ ଓ ପରସ୍ପର ପରିପୁରକ।
ଏଠାରେ ମାନସିକ ଅନଗ୍ରସର ଓ ପ୍ରଶସ୍ତିକ ଭିନ୍ନକ୍ଷମ ପିଲାମାନଙ୍କୁ ସକ୍ଷମ କରିବାର ଉପକ୍ରମ କରଯାଏ। ଏଠାରେ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଠୁ ଆରମ୍ଭ କରି ବ୍ୟବହାରିକ ଶିକ୍ଷା ଓ କ୍ରମଶଃ ଧନ୍ଦା ମୂଳକ ତାଲିମ ପର୍ଯ୍ୟନ୍ତ ପ୍ରଦାନ କରାଯାଏ।
Fitness Point , Indoor Games & Amusement Park : दिव्यांग जनों के हितों मैं।, ଦିବ୍ୟାଙ୍ଗ ଜନ ଯୋଜନା।, Disabled Welfare.
Special Library & Recreations Center