Let's Build a World Where All Children Are Safe, Strong & Valued.....

SOCIAL CONSCIOUSNESS COUNCIL;
Because Only Together We Can.

Sadbhabana Samarpan Sangathan

All Is Well

HAPPINESS STARTS HERE...

Collaborating to build a world where all child feel safe, strong and valued to create a better nation.

ସଦ ଭାବନା ସଂଗଠନ ଏକ ସେବା ପ୍ରତିଷ୍ଠାନ , ଏହା 1992 ମସିହା ରେ ସ୍ବର୍ଗତ ଶ୍ରୀଯୁକ୍ତ କିଶୋରୀ ମୋହନ ଦାସ ନାମକ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଙ୍କ ଦ୍ଵାରା ଆରମ୍ଭ ହୋଇଥିଲା। ପ୍ରାରଂଭିକ ସସମୟ ରେ ଏହା କୁଷ୍ଠ ରୋଗୀ ଓ ବିଧବା ମହିଳା ଙ୍କ ସୁରକ୍ଷା ତଥା ସାହାରା ପାଇଁ ବିଭିନ୍ନ ବିଚାରାତ୍ମକ ଦିଗ ରେ କାର୍ଯ୍ୟ କରୁଥିଲେ। ଏହା ର ଛ ବର୍ଷ ପରେ 1998 ମସିହା ଜାନୁଆରୀ ୨୬ ତାରିଖ ଦିନ ଏଥିରେ ସଦ୍ଭାବନା ସମର୍ପଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହା ଦ୍ୱାରା କି ବିଭିନ୍ନ ପ୍ରକାରର ବିକଳାଙ୍ଗ, ଅନାଥ ତଥା ନିରାଶ୍ରୟ ମାନଙ୍କ ସୁରକ୍ଷା ତଥା ପୁନର୍ବାସ ର ବ୍ୟବସ୍ଥା କରାଗଲା। ସଦଭାବନା ଇତି ମଧ୍ୟରେ ଏକ ବିଶେଷ ଅନୁଷ୍ଠାନ ଭାବେ ନିଜ ଭିତରେ ଶିକ୍ଷା,ଆଶ୍ରୟ, ସେବା ଓ ପୁନର୍ବାସ ସ୍ଥଳ ହୋଇ ଅନାଥ, ବେସାହାରା, ଭିନ୍ନକ୍ଷମ ତଥା ବୃଦ୍ଧ ଅକର୍ମଣ୍ୟ ଲୋକମାନଙ୍କୁ ନୂଆ ଜୀବନ ପ୍ରଦାନ କରୁଛି।

To promote awareness for the essence of human value through co-ordination of activities and exploring new ideas for the benefit of the human society.

Sadvabana Inmates

Social Consciousness Council: Program Details

ସାମାଜିକ ସଚେତନତା ପରିଷଦ । ସେବା ଓ କାର୍ଯ୍ୟ ଶୃଙ୍ଖଳା

01.

— We Find & Help; ବିଚାରାତ୍ମକ ସମର୍ପଣ :

They are specially able children they also have talents, wills and ability but it is the challenge to us find out their special ability and encourage them also to develop those potentiality.

02.

— Here it's a home for; ଅନାଥ ତଥା ନିରାଶ୍ରୟମାନଙ୍କ ସୁରକ୍ଷା ସ୍ଥଳ:

In Sadvabana, orphan & handicapped children are adopted as family member.

सद्भाबना भिन्नक्षम और अनाथ बच्चों के लिए घर है। इसमें अपाहिज बिकलांग और अनाथ बच्चों को गोद लिया जाता है। अगर आप के बिचार मैं कोई हैं जिनको हमारी सहायता चाहिये तो कृपया संपर्क में 9437531721 फोन करें।

03.

— We Rehabilitate; ନୂଆ ଜୀବନ ପୁନର୍ବାସ :

Becoming disabled at an Adult/older age gives a psychology to earn our livelihoods & Respect as well. In our Rehabilitation Process we put special effort for this final goal..

04.

—We Educate;ସଦଭାବନା ଶିକ୍ଷା :

Sadvabana Special School:
As we think and believe, no differently able child is a burden to the parents. Every child having any kind of disabilities is an angel sent to the beautiful garden of earth.

05.

— We Provide Care; ସେବା ଓ ଆଶ୍ରୟସ୍ଥଳ :

It is always says that “Better mothers only can give a Best Nation” it is absolutely true in our view and perhaps in every ones view. Because a child first see this world through his/her mother’s eyes.

06.

— We Consolidate; ଏକ ବିଶେଷ ଅନୁଷ୍ଠାନ:

Vocational & economic rehabilitation is a phase of rehabilitation. more focus is given for economic independence in adult disabled. By working and earning money most of our primary needs are compiled.

They Live little Differently.

Adars Kumar [Rillu], A Boy Found On Railway Track

ଆଦର୍ଶ କୁମାର [ରିଲୁ] କୁ ବାଲେଶ୍ୱର ରେଳ ଧାରଣା ଉପରେ ଶୋଇଥିବା ଅବସ୍ଥାରେ ରେ ଉଦ୍ଧାର କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ପିଲାଟିର ମେରୁଦଣ୍ଡ ଆଘାତ ହୋଇ ଥିବା ର ଜଣା ପଡିଲା, ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାହାର ପିତା ମାତା ତଥା ଅନ୍ୟ ଅବିଭାବକ ଙ୍କୁ ଖୋଜିବା ପାଇଁ ଖବରକାଗଜ ରେ ବିଜ୍ଞାପନ ମାନ ଦିଆଗଲା। କେହି ପିଲାଟି କୁ ଗ୍ରହଣ ନ କରିବାରୁ ତାକୁ ସଦଭାବନା ରେ ଆଶ୍ରୟ ଦେଇ ତାର ନାମକରଣ କରାଗଲା।

A Brighter Future — ଭିନ୍ନକ୍ଷମତା: ବିଭିନ୍ନ କ୍ଷମତା ର ସମ୍ଭାବନା।

ମାନସିକ ଅନଗ୍ରସର ଓ ପ୍ରଶସ୍ତିକ ବିକାଳଙ୍ଗ ମାନଙ୍କୁ ସମୟ କ୍ରମେ
[ସକ୍ଷମ](ସମର୍ଥ){ଭିନ୍ନକ୍ଷମ} ଭିନ୍ନ ଭିନ୍ନ ଭାବେ ଉପସ୍ଥାପିତ କରାଯାଉଚି। ଏହା ଦ୍ୱାରା ଏକ ସୁସ୍ଥ ମାନସିକତା ଓ ସୁସ୍ଥ ସଂସ୍କୃତି ର ବିକାଶ ହେଉଛି। ଆମେ ଏହି ପିଲା ମାନଙ୍କୁ ସାମାଜିକ ମୁଖ୍ୟ ଧାରା ରେ ମିସାଇବାକୁ ସତତ ଚେଷ୍ଟିତ। ସଦଭାବନା ଇତି ମଧ୍ୟରେ ଏକ ବିଶେଷ ଅନୁଷ୍ଠାନ ଭାବେ ନିଜ ଭିତରେ ଶିକ୍ଷା,ଆଶ୍ରୟ, ସେବା ଓ ପୁନର୍ବାସ ସ୍ଥଳ ହୋଇ ଅନାଥ, ବେସାହାରା, ଭିନ୍ନକ୍ଷମ ତଥା ବୃଦ୍ଧ ଅକର୍ମଣ୍ୟ ଲୋକମାନଙ୍କୁ ନୂଆ ଜୀବନ ପ୍ରଦାନ କରୁଛି।

LET'S PRAY FOR

Lives, World Peace & Liberation from own limitations.

Evening Prayer Offered by Divyanga Children
Annual Day Celebration by Divyanga Children

YOU MAY HELP US BY Viewing our Videos Over YouTube.

Special Rehabilitation

As the life of a Divyanga Jana more dependable than that of others, in our rehab. system we ever try to educate and socialize the children as well. As a result they found them self more comfortable when interacting with others.

Awards & Assistance

Soon To Be Uploaded...

Divyanga Jobs Portal

Coming Soon

Divyanga Jiban Sathi

Coming Soon